ବାହାଦୁର୍ ପଣ
ଦେଖଣା
ବାହାଦୁର୍ ପଣ
ଉଚ୍ଚାରଣ
[ସମ୍ପାଦନା](ବାହାଦୁର୍ [ରି] ପଣିଆ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବୀରତ୍ୱ — ୧. Heroism.
- ୨. ସାହସିକତା — ୨. Valour; brevery.
- ୩. ପୌରୁଷ; ପୁରୁଷାତା —୩. Chivalry.
- ୪. ନୈପୁଣ୍ୟ; ଦକ୍ଷତା —୪. Cleverness.
- ୫. ଶ୍ରେଷ୍ଠତା; ଉତ୍କର୍ଷ;ତାରିଫ୍ —୫. Excellece.
- ୬. ପୌରୁଷ ପ୍ରଶଂସା —୬. Praise.
- ୭. ପ୍ରଶଂସାଗାନ —୭. Eulogy.
- ୮. ବିଶେଷତ୍ୱ —୮. Peculiarity.