Jump to content

ବାହାନ

ଉଇକିଅଭିଧାନ‌ରୁ

ବାହାନ

ଉଚ୍ଚାରଣ

[ସମ୍ପାଦନା]
  • (file)

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ବାହନ)

[ସମ୍ପାଦନା]
୧. ଯାନ — ୧. Conveyance.

ଯେ ଯାହାର ବାହାନମାନଙ୍କୁ ଚଢ଼ିଲେ କୃଷ୍ଣସିଂହ, ମହାଭାରତ ଆଦି

୨. ଭାରବାହୀ ପଶୁ —୨. An animal which carries loads or persons.
୩. (ଲକ୍ଷଣାର୍ଥ)ବାହାନ ପରି ସର୍ବଦା ସଙ୍ଗରେ ଥିବା ବ୍ୟକ୍ତି —୩. (figurative) A dependent or constant follower of a person.