Jump to content

ବାହାନବା

ଉଇକିଅଭିଧାନ‌ରୁ

ବାହାନବା

ଉଚ୍ଚାରଣ

[ସମ୍ପାଦନା]
[ବାହାନ(ନ୍ନ)ବୀ—ସ୍ତ୍ରୀ] 

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଛଳନାକାରୀ —୧. Feigning.
୨. ମିଥ୍ୟାବାଦୀ —୨. Lying.
୩. ବୃଥାଗର୍ବସୂଚକ ଗଳ୍ପକାରୀ —୨. Bragging.