Jump to content

ବାହାନା

ଉଇକିଅଭିଧାନ‌ରୁ

ବାହାନା

ଉଚ୍ଚାରଣ

[ସମ୍ପାଦନା]

(ବାଆନା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ଓ ବୈଦେଶିକ - ବିଶେଷ୍ୟ - (ସଂସ୍କୃତ - ଭାଣ; ଫାରାସୀ - ବହାନହ= ଅଳି; ଓଜର୍)

[ସମ୍ପାଦନା]
୧. ଛଳନା; ଓର —୧. Pretext.

ସେ ବାହାନା କରି ଶୋଇ ପଡ଼େ ଫକୀରମୋହନ, ଗଳ୍ପସ୍ୱଳ୍ପ

୨. ଛଟା ଗାଳିବା —୨. Feigning; pretence.
୩. କୌଣସି କାର୍ଯ୍ୟ କରିବା ପାଇଁ ଓଜର ଆପତ୍ତି — ୩. Objection against doing a thing; excuse for not doing an act.