ବାହାନା କରିବା
ଦେଖଣା
ବାହାନା କରିବା
ଉଚ୍ଚାରଣ
[ସମ୍ପାଦନା]ବାହାନା କାଢ଼ିବା, ବାହାନା ଖେଳିବା, ବାହାନା ଯୋଚିବାଅନ୍ୟରୂପ
ଅନୁବାଦ
[ସମ୍ପାଦନା]ବାହାନା କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଛଳନା କରିବା; ଓର କରିବା — ୧. To pretend; to make or advance excuse; to find out an excuse.
- ୨. ଛଟା ଗାଳିବା —୨. To feign.