ବାହାନ୍ନବା
ଦେଖଣା
ବାହାନ୍ନବା
ଉଚ୍ଚାରଣ
[ସମ୍ପାଦନା][ବାଆନ୍ନଦୀ—ସ୍ତ୍ରୀ]
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ମିଥ୍ୟାବାଦୀ — ୧. Lying.
- ୨. ଛଳନାକାରୀ — ୨. Feigning.
- ୩. ଯେ ବୃଥାରେ ଗୁଡ଼ାଏ ଗପେ —୩. Talkative; braggart.
ବାହାନ୍ନବା
ଉଚ୍ଚାରଣ
[ସମ୍ପାଦନା][ବାହାନ(ନ୍ନ)ବୀ—ସ୍ତ୍ରୀ]
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଛଳନାକାରୀ —୧. Feigning.
- ୨. ମିଥ୍ୟାବାଦୀ —୨. Lying.
- ୩. ବୃଥାଗର୍ବସୂଚକ ଗଳ୍ପକାରୀ —୨. Bragging.