ବାହାପିଆ
ଦେଖଣା
ବାହାପିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାହାପିଆ
|
(ବାହାପେଈ—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ମିଛୁଆ —୧. Lying.
- ୨. ଘୋର ମିଥ୍ୟାବାଦୀ —୨. Mendacious, inveterate liar; having the hardihood or audacity to tell lies.
ବାହାପିଆ—କୁଳଭୂଷଣ, ତୁମ୍ଭ ପାଦେ ଜୁହାର ମଧୂସୂଦନ
- ୩. ବାହାନ୍ନବା; ଛଳନାକାରୀ —୩. Feigning.
- ୪. ଯେ କୌଣସି କଥା ନ ଜାଣି ସେ ସମ୍ୱନ୍ଧରେ ଖୁବ ଜାଣିବା ଲୋକପରି ଗପେ —୪. Bragging.