ବାହାପିଆ ପଣ
ଦେଖଣା
ବାହାପିଆ ପଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାହାପିଆ ପଣ
|
(ବାହାପିଆ ପଣିଆ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଘୋର ମିଥ୍ୟାବାଦିତା — Mendacity; the habitual telling of lies.
ସର୍ବଜ୍ଞ ପରାୟେ କେହି; ନ ଦେଖି ନ ଶୁଣି କହେ କେତେ ରଙ୍ଗେ କଥା ବାହାପିଆ ପଣେ ରାଧାନାଥ. ମହାଯାତ୍ରା