ବାହାବା
ଦେଖଣା
ବାହାବା
ଉଚ୍ଚାରଣ
[ସମ୍ପାଦନା]ବାହ୍ୱା, ବାହାବା, ବାହାରେବା, ବାହାରେବାଃଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବାହାବା
|
ଦେଶଜ - ଅ. (ସଂସ୍କୃତ - ବାଃ; ଢୁଳ. ପର୍ତ୍ତୃଗୀଜ୍ ଓ ଇଂରାଜୀ - ବ୍ରାଦ୍ଭେ)
[ସମ୍ପାଦନା]ପ୍ରଶଂସା. ଆଶ୍ଚର୍ଯ୍ୟ ଓ ଆନନ୍ଦ ସୂଚକ ସମ୍ୱୋଧନ; ବାଃ — (interjection indicating praise, wonder or joy) Bravo! well done! Oh!
ଜନତା କୁହାଟେ 'ବାହାବା ବାହାବା' ରାଧାନାଥ. ଦରବାର
ବିଶେଷ୍ୟ -
[ସମ୍ପାଦନା]ପ୍ରଶଂସା; ଧନ୍ୟବାଦ; ବାହାଦୁରୀ — Praise; eulogy; extolling; thanks.