ବାହାରକୁ ଆସିବା
ଦେଖଣା
ବାହାରକୁ ଆସିବା
ଉଚ୍ଚାରଣ
[ସମ୍ପାଦନା]- ୧. ଗୃହର ଦାଣ୍ଡକୁ ଆସିବା — ୧. To come out of the house.
ଅନୁବାଦ
[ସମ୍ପାଦନା]ବାହାରକୁ ଆସିବା
|
- ୨. ସାଧାରଣରେ ପ୍ରକଟିତ ହେବା — ୨. To be published.
- ୩. ମଳତ୍ୟାଗ କରିବା ପାଇଁ ଗୃହର ବହିର୍ଦେଶସ୍ଥ କୌଣସି ସ୍ଥାନକୁ ଆସିବା — ୩. To come to a place to pass stools.