Jump to content

ବାହାରକୁ ଛୁଆଁ

ଉଇକିଅଭିଧାନ‌ରୁ

ବାହାରକୁ ଛୁଆଁ

ଉଚ୍ଚାରଣ

[ସମ୍ପାଦନା]

(ବାହାର ଛୁଆଁ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ଯେଉଁ ଲୁଗା ପିନ୍ଧି ମନୁଷ୍ୟ ଝାଡ଼ା ଫେରିଥାଏ ସେ ଲୁଗାକୁ ପାଲଟି କିମ୍ୱା ଧୋଇ ନ ଥିବା ଯୋଗୁଁ ଅଶୁଚି (ହୋଇଥିବା ବ୍ୟକ୍ତି ବା ବସ୍ତ୍ର); ପୋଖରୀଛୁଆଁ — (a person who or the cloth which is Impure orr untouchable for the cloth not having been changed or washed after a person's passing stools.