ବାହାରିଆ ପିଲା
ଯେଉଁ ବାଳକ ଭୃତ୍ୟମାନେ ରାଜାଙ୍କ ଅନ୍ତଃପୁରକୁ ବାହାରକୁ ସଂବାଦ ନେବା ଆଣିବା କରନ୍ତି —Servant boys employed in carrying messages to and from a Raja's harem.