Jump to content

ବାହାରି ପଡ଼ିବା

ଉଇକିଅଭିଧାନ‌ରୁ

ବାହାରି ପଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଯାତ୍ରାର୍ଥ ଅନୁକୁଳ କରିବା — ୧. To start on a journey.
୨. ମନକୁ ବା ଆପେ ଆପେ ପ୍ରକାଶିତ ହୋଇ ପଡ଼ିବା — ୨. To be expressed suddenly or of its own accord.
୩. ସର୍ବସାଧାରଣରେ ପ୍ରକାଶିତ ହେବା —୩. To be published or divulged.

[ଦ୍ରଷ୍ଟବ୍ୟ —ପଇସା ଥିବା ପର୍ଯ୍ୟନ୍ତ ଜିଲା କଂଗ୍ରେସ କମେଟିବାଲେ ଟୁଙ୍ଗ ଟୁଙ୍ଗ୍ ହେଉଥିଲେ; ଭାଗ ଯେଉଁଠୁଁ ସରିଲା ତହୁଁ ଅବସ୍ଥା ହେଲା କାପ୍ କାପ୍, ଆଉ ବାହାରି ପଡ଼ିଲା ସତକଥା—ଉତ୍କଳ ସେବକ]