ବାହାରି ବଲଦ୍
ଶଗଡ଼ ବା ହଳର ଡାହାଣ ବଳଦ —The right side bullock of a cart or plough.
[ଦ୍ରଷ୍ଟବ୍ୟ —ଏହାକୁ ଅଡାଇବାରେ ବ୍ୟବହୃତ ଡାକ:—'ଅର୍ରେ ଅର୍']