ବାହାରି ଯିବା
ଦେଖଣା
ବାହାରି ଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାହାରି ଯିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ହୁଗୁଳି ଯିବା — ୧. To be loosened.
- ୨. ସ୍ଥାନ ଛାଡ଼ି ଚାଲି ଯିବା — ୨. To go away.
ମୁଣ୍ଡା ବାଳ ଆଉଁସି ଯେ ଯାହା ଘରକୁ ବାହାରି ଗଲେ କଥା ନ କହି କାହାକୁ କୃଷ୍ଣସିଂହ. ମହାଭାରତ ବନ