Jump to content

ବାହାର୍

ଉଇକିଅଭିଧାନ‌ରୁ

ବାହାର୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫାରାସୀ - ବହାର୍= ହଳଦିଆ ରଙ୍ଗ; ବସନ୍ତକାଳ)

[ସମ୍ପାଦନା]
୧. ସୃଦୃଶ୍ୟ; ସୁନ୍ଦର —୧. Beautiful; graceful; elegant.
୨. ଯାକଯମକ; ଆଡ଼ମ୍ୱରମୟ —୨. Splendid; grand.
୩. ଚକଚକିଆ —୩. Glittering.
୪. ବସନ୍ତ କାଳରେ ଗେୟ ରାଗବିଶେଷ — ୪. A true which suits the spring season.

ବିଶେଷ୍ୟ -

[ସମ୍ପାଦନା]
୧. ସୌନ୍ଦର୍ଯ୍ୟ —୧. Beauty; grace; elegance.
୨. ବର୍ଣ୍ଣୋଜ୍ଜ୍ୱଲ୍ୟ —୨. Splendour; bright colours.
୩. ଚାକଚକ୍ୟ —୩. Glitter.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ଝାଡ଼ା —Stools; ordure.