ବାହାର ଚିଲିକା
ଦେଖଣା
ବାହାର ଚିଲିକା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଚିଲିକା ଅଞ୍ଚଳ) ବିଶେଷ୍ୟ -
[ସମ୍ପାଦନା]ଗହୀର ଚିଲିକା; ହ୍ରଦର କୂଳରୁ ଛାଡ଼ି ଦୂରଦେଶସ୍ଥ ଅଂଶ — The outer Chilika lake; the portion of the Chilika lake lying far away from the shore.
[ଦ୍ରଷ୍ଟବ୍ୟ —ଚିଲିକା ହ୍ରଦର ଯେଉଁ ଅଂଶ ଖରାଦିନେ ନାବ୍ୟ, ଅର୍ଥାତ୍ ଯେଉଁଠାରେ ଖରାଦିନେ ଏକପୁରୁଷରୁ ବେଶି ପାଣି ରହେ ତାକୁ ବାହାର ଚିଲିକା ବୋଲାଯାଏ]