Jump to content

ବାହାର ଦରିଆ

ଉଇକିଅଭିଧାନ‌ରୁ

ବାହାର ଦରିଆ

ଉଚ୍ଚାରଣ

[ସମ୍ପାଦନା]

(ବାହାର ସମୁଦ୍ର—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବହିର୍+ ଫାରାସୀ - ଦରୀୟା)

[ସମ୍ପାଦନା]

ମଝି ଦରିଆ; ସମୁଦ୍ରର ଯେଉଁ ଅଂଶ କୂଳଠାରୁ ଦୂରବର୍ତ୍ତୀ; କଳାପାଣି —The outer sea; the deep sea; the open sea.

[ଦ୍ରଷ୍ଟବ୍ୟ —ଅନ୍ତର୍ଜାତୀୟ ଆଇନ୍ (international law) ଅନୁସାରେ ସମୁଦ୍ର ଉପକୂଳଠାରୁ ତିନି ମାଇଲରୁ ଅଧି ଦୂରବର୍ତ୍ତୀ ଅଂଶ ବାହାର ଦରିଆ ଅଟେ ଓ ଉକ୍ତ ଅଂଶରେ ସବୁ ଜାତିଙ୍କର ଜାହାଜ ଯିବା ଆସିବା କରିବାରେ କେହି ବାଧା ଦେଇ ପାରିବ ନାହିଁ]