ବାହାର ପୋଷାକ
ଦେଖଣା
ବାହାର ପୋଷାକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାହାର ପୋଷାକ
|
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା](ଫାରାସୀ - ବହାର୍) ସୁନ୍ଦର ଓ ଚକଚକିଆ ପୋଷାକ —Grand dress.
=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାହ୍ୟ)
ଯେଉଁ ପୋଷାକ ପିନ୍ଧି ଲୋକ ବାହାରକୁ (କଚେରୀ ଆଦିକୁ) ଯାଏ — ୧. A dress for use outside one's home.
- ୨. ବହିର୍ବସ୍ତ୍ର —୨. Outer garment.