Jump to content

ବାହାର ଭିତର

ଉଇକିଅଭିଧାନ‌ରୁ

ବାହାର ଭିତର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ବିପରୀତାର୍ଥକ ସହଚର ଶବ୍ଦ; ସଂସ୍କୃତ - ବହିଃ; + ଅଭ୍ୟନ୍ତର)

[ସମ୍ପାଦନା]
୧. ବହିଦେଶ ଓ ଅନ୍ତର୍ଦେଶ —୧. Exterior.
୨. ଦେହ ଓ ମନ —୨. Body and mind.

ବୋଳିଦେଲା ମୋର ବାହାର ଭିତର—କବିସୂର୍ଯ୍ୟ, କିଶୋରୀ ଚମ୍ପୂ ଗ ଗୀତ

ବିଶେଷଣ -

[ସମ୍ପାଦନା]

ବହିଃସ୍ଥ ଓ ଅନ୍ତରସ୍ଥ —Internal and external.

କ୍ରି. ବିଶେଷଣ -

[ସମ୍ପାଦନା]

ବାହାରେ ଓ ଭିତରେ —In and out; externally and internally; in external appearance and in internal thoughts.