ବାହାର ମେକାପ
ଦେଖଣା
ବାହାର ମେକାପ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଯାତ୍ରାକାଳରେ ଦେବବିଗ୍ରହଙ୍କୁ ମନ୍ଦିରର ବାହାରକୁଆଣିବା ସମୟରେ ତାଙ୍କର ବସ୍ତ୍ରାଳ— ଙ୍କାରମାନଙ୍ ପାଇଁ ଯେଉଁ ସେବକ ଦାୟୀ ରହନ୍ତି — The sebaka who is responsible for the clothes and ornaments of an Idol during the time it is taken out of the temple on festive occasions.