ବାହାର ହେବା
ଦେଖଣା
ବାହାର ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାହାର ହେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବାହାରିବା; ବହିର୍ଗତ ହେବା — ୧. To come out.
ବାହାର ହେଲେ ପଦ୍ମାବତୀ ପାଟ ରାଣୀ ଯାତ୍ରା ଗୀତ
- ୨. ତାଡ଼ିତ ହେବା — ୨. To be expelled from.
(ଯଥା—ମାସେ ହେଲା ମୁଁ ଜାତିରୁ ବାହାର ହୋଇଛି)
- ୩. କଥା ବା ଆଦେଶ ବା ନିୟମରୁ ବହିର୍ଭୁତ ହେବା; ନିୟମାଦି ନ ମାନିବା —୩. To disobey.
(ଯଥା—ମୁଁ ସାଆନ୍ତଙ୍କ ହୁକୁମରୁ ବାହାର ହେବି ନାହିଁ)
- ୫. ସର୍ବସାଧାରଣରେ ଦେଖା ଦେବା — ୫. To appear in public.
- ୬. କୌଣସି ଅଧିକାରରୁ ଚ୍ୟୁ ହେବା —୬. To be excluded from a previlage.
(ଯଥା—ସ୍ତ୍ରୀମାନେ ମାସକେ ଥରେ ହାଣ୍ଡିରୁ ବାହାର ହୁଅନ୍ତି)