Jump to content

ବାହାଲାଦ ଦେବା

ଉଇକିଅଭିଧାନ‌ରୁ

ବାହାଲାଦ ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ପ୍ରାଚୀନ ପଦ୍ୟ)

[ସମ୍ପାଦନା]
୧. ବାହୁ ଆଶ୍ରୟ ଦେବା —୧. To support the arm of a walking person.
୨. (ବଡ଼ଲୋକ ବା ରାଜା) ଚାଲିଲାବେଳେ ଆପଣାର ଦୁଇବାହୁକୁ ଦୁଇପାଖରେ ଥିବା ଲୋକଙ୍କ ହାତରେ ରଖିବା —To put one's arms on the hands of ୨ person walking on both sides (of a grand or great person).
୩. ଚାଲୁଥିବା ବ୍ୟକ୍ତିଙ୍କର ବାହୁକୁ ଆପଣା ହାତରେ ସମ୍ଭାଳିବା —୩. To support the arm of a walker on one's hand.

ବେନି ପାରୁଶରେ ସଖୀ ବାହାଲାଦ ଦେଇ ବୃନ୍ଦାବନ ମନ୍ଦିରକୁ ଆଣନ୍ତି ଚଳାଇ ପ୍ରାଚୀ—ରହସ୍ୟମଞ୍ଜରୀ