ବାହାଲି ବରଖାସ୍ତ
ଦେଖଣା
ବାହାଲି ବରଖାସ୍ତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାହାଲି ବରଖାସ୍ତ
|
=== ବୈଦେଶିକ - ବିଶେଷ୍ୟ - (ଫା ବହାଲୀ+ବରଖାସ୍ତୀ) (ବିପରୀତାର୍ଥ ସହଚର ଶବ୍ଦ)
କାର୍ଯ୍ୟରେ ବା ଚାକିରିରେ ନିଯୁକ୍ତି ଓ ମାଦୁଲ୍ କରିବା —Appointing and dismissing; appointment and dismissal from service.