Jump to content

ବାହାଲ ବାଯ୍ୟାପ୍ତ

ଉଇକିଅଭିଧାନ‌ରୁ

ବାହାଲ ବାଯ୍ୟାପ୍ତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବହାଲ୍+ବାଜ୍ୱାପ୍ତ; ବିପରୀତାର୍ଥକ ସହଚର)

[ସମ୍ପାଦନା]
୧. ମଞ୍ଜୁରୀ ଓ ନାମଞ୍ଜୁର — ୧. Granting and rejecting (a petition).
୨. କେତେକ ନିଷ୍କର ଜମିକୁ ନିଷ୍କର ବୋଲି ସ୍ୱୀକାର କରିବା ଓ ଅନ୍ୟ କେତେକ ଭୂମିରେ କର ବସାଇବା —୨. Confirmation and resumption of reveue-free tenures.