Jump to content

ବାହାଲ ହେବା

ଉଇକିଅଭିଧାନ‌ରୁ

ବାହାଲ ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

=== ଦେଶଜ - କ୍ରିୟାପଦ -

(ପୂର୍ବ ମୀମାଂସା) ରକ୍ଷିତ ବା ଦୃଢ଼ୀକୃତ ହେବା; ସ୍ଥିରୀକୃତ ହେବା —To be restored to be retained or confirmed.


(ଯଥା—ନିମ୍ନ ଅଦାଲତଙ୍କ ରାଏ ବାହାଲ ହେଲା)

[ଦ୍ରଷ୍ଟବ୍ୟ —ରାଜା, ବଡ଼ଲୋକ, ରାଣୀମାନେ ଚାଲିଲାବେଳେ ଆପଣା ଦୁଇ ବାହୁକୁ ପାଖରେ ଚାଲୁଥିବା ଦୁଇ ବ୍ୟକ୍ତିଙ୍କ ହାତରେ ଭାରା ରଖି ଚାଲିବାର ପ୍ରଥା ପୂର୍ବେ ଖୁବ୍ ଚଳୁଥିଲା]