Jump to content

ବାହାସାଆ

ଉଇକିଅଭିଧାନ‌ରୁ

ବାହାସାଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବାହାତୁ[ତୋ]ଳା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ନିରର୍ଥକ ସହଚର ଶବ୍ଦ; କିମ୍ୱା ସଂସ୍କୃତ - ବିବାହ ଓ ସାସାଦୀ) ବିବାହ —୧. Marriage.

(ଯଥା—ସେ ଅନାଥ ହୋଇ ବୁଲୁଥିଲା, ତାକୁ ମୁଁ ଆଶ୍ରୟ ଦେଇ ବାହା ସାହା କରାଇ ଦେଲି)

୨. (ସଂସ୍କୃତ - ବାହୁ+ସହାୟ) ବାହୁର ସାହାଯ୍ୟ; ଆଶ୍ରୟ; ଅବଲମ୍ୱନ — ୨. Shelter; protection.

ଯାହା ବାହା ସାହା କରି ବଞ୍ଚିଥିଲୁ—ଭକ୍ତଚରଣ, ମଥୁରାମଙ୍ଗଳ