ବାହା଼ଡ଼ା ଆଙ୍ଗୁଳି
ଦେଖଣା
ବାହା଼ଡ଼ା ଆଙ୍ଗୁଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାହା଼ଡ଼ା ଆଙ୍ଗୁଳି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବର୍ତ୍ତିତ+ଅଙ୍ଗୁଳି)
[ସମ୍ପାଦନା]ଗୋଡ଼ର ବା ହାତର ପାଞ୍ଚ ଆଙ୍ଗୁଠି ପାଖରେ ବାହାରିଥିବା ଅଧିକା ଆଙ୍ଗୁଠି —The unnecessary additional finger in a hand or leg.