ବାହା ଦଣ୍ଡା କରି ଟେକି ନେବା
ଦେଖଣା
ବାହା ଦଣ୍ଡା କରି ଟେକି ନେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାହା ଦଣ୍ଡା କରି ଟେକି ନେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବ୍ୟକ୍ତିର ଦୁଇ ବାହାକୁ ଧରି ଉଠାଇ ନେବା —୧. To carry a person by lifting him up by the arms.
- ୨. ଦୁଇଜଣ ବ୍ୟକ୍ତି ପରସ୍ପରର ବାହୁ ଦ୍ୱୟକୁ ସିଧାଭାବରେ ଛନ୍ଦି କରି କୌଣସି ଭାରି ବସ୍ତୁକୁ ଉଠାଇବା — ୨. (two persons) To lift up a very heavy thing with the help of their extended arms twined with each other.