Jump to content

ବାହା ପିଟିବା

ଉଇକିଅଭିଧାନ‌ରୁ

ବାହା ପିଟିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ବାହୁ+ସ୍ଫଟ ଧାତୁ)

[ସମ୍ପାଦନା]
୧. ବାହୁ ସ୍ଫୋଟ ମାରିବା; ବାହୁ ଚାପୁଡ଼େଇବା —୧. To pat on one arm with the palm of the other hand.
୨. (ମଲ୍ଲ) ନିଜର ବାହୁର ବହିରଂଶକୁ ଭୂମିରେ ପିଟିବା —୨. (as athlets) To strike the ground with the backside of one's arm.
୨. (ଲକ୍ଷଣାର୍ଥ) ନିଜ ଉପରେ ନିର୍ଭର କରି କାର୍ଯ୍ୟ କରିବା —୨. (figurative) To stand n one's legs.