Jump to content

ବାହି

ଉଇକିଅଭିଧାନ‌ରୁ

ବାହି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାହୁ)

[ସମ୍ପାଦନା]
୧. ଏକହାତରେ ପିନ୍ଧାଯିବା ଶଙ୍ଖା ବା କାଚମୁଠା —୧. An armful of bangles; a set of bangles put on from the wrist to the elbow of one hand.
୨. ହାତର କଚଟିଠାରୁ କହୁଣୀ ପର୍ଯ୍ୟନ୍ତ ପିନ୍ଧାଯିବା କାଚ ବା ଶଙ୍ଖା —୨. A double set of bangles worm from the wrist to the elbow

ବାହି ଖଡ଼ୁ ଝା଼ଡ଼ି ମନ ମୀନକୁ ନେଇ ବାହ କୁଚ କୁବେଣୀରେ ଥୋଇ ଲୋଡ଼ଇ—ଭଞ୍ଜ ବୈଦେହୀଶବିଳାସ