Jump to content

ବାହିଆ ମୁକୁଳାଇବା

ଉଇକିଅଭିଧାନ‌ରୁ

ବାହିଆ ମୁକୁଳାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଜଣେ କଟାଳିର କାଟିଥିବା ଓ ବାହିଆ କରାଯାଇଥିବା ସମସ୍ତ ହଳା— ମାନଙ୍କୁ ଗଣତି କରି ଉକ୍ତ କଟାଳିର ପାରିଶ୍ରମିକ ହଳା ତାକୁ ଦେବା —To open up a heap of sheaves reaped by a reaper and give the reaper a portion out of them as his or her wages, at a fixed customary rate.