Jump to content

ବାହିନୀ

ଉଇକିଅଭିଧାନ‌ରୁ

ବାହିନୀ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ବାହ=ସମ୍ମିଳିତ ସେନ୍ୟ+ଇନ୍+ସ୍ତ୍ରୀ. ଈ)

[ସମ୍ପାଦନା]

୧/୮୧: ହସ୍ତୀ, ୮୧: ରଥ, ୨୪୩: ଅଶ୍ୱ ଓ ୪୫: ପଦାତି ସମ୍ୱଳିତ ସେନା —୧. A body of troops consisting of ୮୧ elephant, ୮୧ cars, ୨୪୩ cavalry, and ୪୦୫ infantry.

[ଦ୍ରଷ୍ଟବ୍ୟ —୩ ଗଣରେ ଏକ ବାହିନୀ ହୁଏ]

୨. ମୂଳ ସୈନ୍ୟର ଏକ ଦଳ — ୨. A batallion of troops.
୩. ମୂଳ ସୈନ୍ୟର ସମ୍ମୁଖ — ୪. The front of face of an army.
୪. (ବହ୍ ଧାତୁ+କର୍ତ୍ତୃ. ଇନ୍+ଈ) ନଦୀ —୩. River.

ବିଶେଷଣ - ସ୍ତ୍ରୀ. (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ)

[ସମ୍ପାଦନା]

ଯାହା ବୋହି ଯାଉଥାଏ —Flowing.

(ଯଥା—ପୂର୍ବବାହିନୀ, ବେଗବାହିନୀ, ସ୍ୱର୍ଗବାହିନୀ)