Jump to content

ବାହିନୀ ପତି

ଉଇକିଅଭିଧାନ‌ରୁ

ବାହିନୀ ପତି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବାହିନୀ+ପତି)

[ସମ୍ପାଦନା]
୧. ସେନାପତି — ୧. General; commander
୨. ସରିତ୍ପତି; ସମୁଦ୍ର —୨. The ocean (metaphorically; the husband of all the rivers).

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ରାଜଦତ୍ତ ଉପାଧିବିଶେଷ — An honorary title.

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -

[ସମ୍ପାଦନା]

ଯାଜପୁର କୁଳୀନ ବ୍ରାହ୍ମଣ ବଂଶବିଶେଷ —A highly respectable family of Brāhmaṇas in the Jajpur subdivision of the Cuttack district.