Jump to content

ବାହିଯ

ଉଇକିଅଭିଧାନ‌ରୁ

ବାହିଯ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଣ—(ସଂସ୍କୃତ - ବାହ୍ୟ)

[ସମ୍ପାଦନା]
୧. ବାହ୍ୟ — ୧. External.

ବାହିଯେ ସାଷ୍ଟମ ଅନ୍ତର୍ଗତେ ଅତି ବ୍ୟଥା ପ୍ରାଚୀ, ରହସ୍ୟମଞ୍ଜରୀ

୨. ଇତର —୨. Vulgar.

ବାହିଯ୍ୟ ଲୋକ ସାହାଯ୍ୟ କେତେବେଳେ ରହି ଭଞ୍ଜ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ

ବିଶେଷ୍ୟ -

[ସମ୍ପାଦନା]

ବହିର୍ଦ୍ଦେଶ; ବାହାର —Outside; exterior.

ପାଣି ପବନ ଆତ୍ମା ସୃନେ ବିହିରେ ଆତ୍ମାର ବାହିର୍ଯ୍ୟ— ପ୍ରାଚୀ, ନିର୍ଗୁଣ ମାହାତ୍ମା