ବାହିଯ୍ୟ
ଦେଖଣା
ବାହିଯ୍ୟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବିଣ—(ସଂସ୍କୃତ - ବାହ୍ୟ)
[ସମ୍ପାଦନା]- ୧. ବାହ୍ୟ — ୧. External.
ବାହିଯେ ସାଷ୍ଟମ ଅନ୍ତର୍ଗତେ ଅତି ବ୍ୟଥା ପ୍ରାଚୀ, ରହସ୍ୟମଞ୍ଜରୀ
- ୨. ଇତର —୨. Vulgar.
ବାହିଯ୍ୟ ଲୋକ ସାହାଯ୍ୟ କେତେବେଳେ ରହି ଭଞ୍ଜ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ
ବିଶେଷ୍ୟ -
[ସମ୍ପାଦନା]ବହିର୍ଦ୍ଦେଶ; ବାହାର —Outside; exterior.
ପାଣି ପବନ ଆତ୍ମା ସୃନେ ବିହିରେ ଆତ୍ମାର ବାହିର୍ଯ୍ୟ— ପ୍ରାଚୀ, ନିର୍ଗୁଣ ମାହାତ୍ମା