Jump to content

ବାହି ବଳା

ଉଇକିଅଭିଧାନ‌ରୁ

ବାହି ବଳା

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - (ସଂସ୍କୃତ - ବାହୁ+ବଳୟ)

[ସମ୍ପାଦନା]

ବାହିଖଡ଼ୁ (ଦେଖ) - —Bāhikhaṟḍ̠u (See)

ବିମଳୀ ପାଣି ପାଖରେ ଆପଣା ହାତରେ ବାଇଶ ପାଳିଆ ପିତ୍ତଳ ବାହିବଳା xxx ମର୍ଦନ କରୁ କରୁ xxx ବତ୍କୃତା ଆରମ୍ଭ କରିଅଛି—ଫକୀରମୋହନ, ଛମାଣ ଆଠଗୁଣ୍ଠ