ବାହି ଶଙ୍ଖା
କଚଟିରୁ କହୁଣୀ ପର୍ଯ୍ୟନ୍ତ ପିନ୍ଧାଯିବା ଶଙ୍ଖା — Conch shell bangles put on in the space between the wrist and the elbow.
ଶଙ୍ଖା ଦୁଇ ବାହି ସେ ଦୁଇ ହାତେ ଲାଇ କୃଷ୍ଣସିଂହ. ମହାଭାରତ. ବିରାଟ