Jump to content

ବାହୀ

ଉଇକିଅଭିଧାନ‌ରୁ

ବାହୀ

ଉଚ୍ଚାରଣ

[ସମ୍ପାଦନା]
(ବାହିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ବହ୍ ଧାତୁ+ଇନ୍=ବାହିନ୍ ଶବ୍ଦ; ୧ମା. ୧— ବ)

[ସମ୍ପାଦନା]
୧. ବହନକାରୀ; ବାହକ —୧. Carrying.
୨. ଯାହା ବହିଯାଏ; ପ୍ରବାହିତ — ୨. Flowing; running towards.