ବାହୁକ
ଦେଖଣା
ବାହୁକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବାହୁ+କ)
[ସମ୍ପାଦନା]- ୧. ନୈଷଧ; ଋତୁପର୍ଣ୍ଣ ରାଜାଙ୍କର ସାରଥି ବେଶଧାରୀ ନଳ ରାଜାଙ୍କର ଛଦ୍ନ ନାମ — ୧. The name assumed by king Naḻa in the guise of a ncharioteer to the king of Aj̄odhyā.
ନଳଙ୍କସ ରଥି ବାହୁକ ଅଟେ ମୁହିଁ କୃଷ୍ଣସିଂହ. ମହାଭାରତ. ବନ
- ୨. କପି —୨. Minkey.
- ୩. ଭୂତ୍ୟ; ଦାସ — ୩. Slave;. servant.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବାହକ; ସାରଥି — ୧. Cart driver; coachman.
ବାହିଲେ ସଲିଳ କୈବର୍ତ୍ତ ସେକାଳେ ବାହୁକ ପ୍ରାୟେ ସେ ଦଣ୍ଡ ଧାରଣେ ଦିଶିଲେ ଭଞ୍ଜ. ବୈଦେହୀଶବିଳାସ
- ୨. ନାଉରି —୨. Boatman.
ନାକ ବାହୁକ ଦଧି ଦାନୀ ବ୍ରଜ ବାଳକ ଚୂଡ଼ାମଣି ଭୂପତି ପ୍ରେମପଞ୍ଚାମୃତ