Jump to content

ବାହୁଜ

ଉଇକିଅଭିଧାନ‌ରୁ

ବାହୁଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବାହୁ+ଜନ୍ ଧାତୁ+କର୍ତ୍ତୃ. ଅ; ଯେଉଁ ଜାତି ବ୍ରହ୍ମାଙ୍କ ବାହୁରୁ ଜନ୍ମି ଥିଲେ)

[ସମ୍ପାଦନା]

ବାହୁରୁ ଜାତ —Born of the arm.

ବିଶେଷ୍ୟ -

[ସମ୍ପାଦନା]

କ୍ଷତ୍ରିୟ —୧. The Kshatriyas.

ବୋଇଲେ ରଘନନ୍ଦନ ଆହେ ବିସ୍ରବର ବାହୁଜ ବୃତ୍ତରେ କିଁପା ଅଇଲ ଏଠାରେ ଭଞ୍ଜ. ବୈଦେହୀଶବିଳାସ

୨. ଶୁକ ପକ୍ଷୀ —୨. Parrot.
୩. ସ୍ୱୟଂଜାତ ତିଳ —୩. Sesamum plant growing wild.