ବାହୁଟୀ
ଦେଖଣା
ବାହୁଟୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -(ସଂସ୍କୃତ - ବାହୁସ୍ଥ; ପ୍ରା. ବାହୁଟ)
[ସମ୍ପାଦନା]- ୧. ବାଜୁବନ୍ଧ — ୧. A Kind of armlet.
ବାହେ ବାହୁଟି ଦିବ୍ୟ ଭୂଷଣ କଟୀରେ ନୀଳପଟ ଭକ୍ତଚରଣ. ମଥରାମଙ୍ଗଳ
- ୨. ମନ୍ତ୍ରଦ୍ୱାରା ମନୁଷ୍ୟ ଦେହରେ ଆବିଷ୍ଟ କରାଯିବା ଭୂତ ବା ଚଣ୍ଡୀ —୨. A malignant ghost or spirit which is made to possess a human being by megical charms.