Jump to content

ବାହୁଟୀ ପେଶିବା

ଉଇକିଅଭିଧାନ‌ରୁ

ବାହୁଟୀ ପେଶିବା

ଉଚ୍ଚାରଣ

[ସମ୍ପାଦନା]

[ବାହୁଟୀ ଲଗା(ଗେ)ଇବା—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ତାନ୍ତ୍ରିକ ମନ୍ତ୍ର ପ୍ରୟୋଗଦ୍ୱାରା କୌଣସି ସ୍ଥାନରେ ବା କୌଣସି ମନୁଷ୍ୟର ଦେହରେ ଦୁଷ୍ଟ ପ୍ରେତର ବା ଚଣ୍ଡୀଙ୍କ ଆବେଶ କରାଇବା —To cause a malignant spirit to possess a human being or a place by employing black magic.

[ଦ୍ରଷ୍ଟବ୍ୟ —ବାହୁଟୀମାନେ ଅତ୍ୟନ୍ତ ଅତ୍ୟାଚାରୀ କରନ୍ତି]