Jump to content

ବାହୁଡ଼

ଉଇକିଅଭିଧାନ‌ରୁ

ବାହୁଡ଼

ଉଚ୍ଚାରଣ

[ସମ୍ପାଦନା]

(ବାହୁଡ଼ାଣି—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବ୍ୟାବୃତ୍ତ; ପ୍ରା ବାଉଡ୍ଡ)

[ସମ୍ପାଦନା]
୧. ପ୍ରତ୍ୟାବର୍ତ୍ତନ — ୧. Returning.
୨. ଲେଉଟି ଆସିବା — ୨. Coming back.

ବିଶେଷଣ -

[ସମ୍ପାଦନା]

ପ୍ରତ୍ୟାବର୍ତ୍ତିତ — Returned; come back