ବାହୁଡ଼ା
ଦେଖଣା
ବାହୁଡ଼ା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବାହୁଡ଼ା ବିଜେ (ଦେଖ) - ୧. Bāhuṟḍ̠ā bije (See)
ବିଚେତନ ପତନ ଯେଧା ତେତୁଁ ପତ୍ତନ ବାହୁଡ଼ାକୁ ଆଦରି ସେ ଭଞ୍ଜ. ବୈଦେହୀଶବିଳାସ
- ୨. ପ୍ରତ୍ୟାବର୍ତ୍ତନ; ଲେଉଟି ଆସିବା —୨. Coming back.
- ୩. ଲେଉଟାଇବା —୩. Returning; giving back.
- ୪. (ପୁଂ) ଲୋକଙ୍କ ନାମ —୪. A Name given to males.
[ଦ୍ରଷ୍ଟବ୍ୟ —ଏହିଶବ୍ଦ ଅନ୍ୟ ଶବ୍ଦମାନଙ୍କ ପରେ ଓ ପୂର୍ବରେ ଯୁକ୍ତ ହୁଏ ଯଥା—ଠାଆ ବାହୁଡ଼ା; ଅଣ ବାହୁଡ଼ା, ବର ବାହୁଡ଼ା, ବର— କନ୍ୟା ବାହୁଡ଼ା, ବାହୁଡ଼ା ବିଜୟ, ବାହୁଡ଼ା ଦଶମୀ ଇତ୍ୟାଦି]
ଦେଶଜ - ବିଶେଷଣ -
[ସମ୍ପାଦନା]ପ୍ରତ୍ୟାବୃତ୍ତ; ଫେରି ଆସିଥିବା —Returned; come back.