Jump to content

ବାହୁଡ଼ା ବର

ଉଇକିଅଭିଧାନ‌ରୁ

ବାହୁଡ଼ା ବର

ଉଚ୍ଚାରଣ

[ସମ୍ପାଦନା]

(ବାହୁଡ଼ା ବରକନ୍ୟା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଯେଉଁ ବର ବିବାହ ପରଦିନ କନ୍ୟା ସହିତ କନ୍ୟା ଗୃହକୁ ନିଜ ଗୃହକୁ ଫେରି ଆସେ — The bridegroom who returns to his house accompanied with his newly married bride on the next day of marriage.