ବାହୁଡ଼ା ବିଜେ
ଦେଖଣା
ବାହୁଡ଼ା ବିଜେ
ଉଚ୍ଚାରଣ
[ସମ୍ପାଦନା](ବାହୁଡ଼ା ବିଜୟ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଗୁଣ୍ଡିଚା ଯାତ୍ରା ଶେଷରେ ଗୁଣ୍ଡିଚା ମନ୍ଦିରରୁ ବଡ଼ ଦେଉଳକୁ ଜଗନ୍ନାଥଙ୍କର ଫେରି ଆସିବା ଉତ୍ସବ —୧. The ceremony of the return journey of lord Jagannath in the car from the garden house back to the temple.
- ୨. (ରାଜାଙ୍କ ସମ୍ୱନ୍ଧେ ବ୍ୟବହୃତ) କୌଣସି ସ୍ଥାନରୁ ଫେରି ଆସିବା — ୨. Return journey; coming back from a place (Said of a Raja).
ବାହୁଡ଼ା ବିଜୟ ଯାତ୍ରା କଲେ ଆନନ୍ଦରେ ମଧୁସୂଧନ ବାଳ ରାମାୟଣ