ବାହୁଡ଼ିବା
ଦେଖଣା
ବାହୁଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ବ୍ୟାବୃତ୍ତ, ପ୍ରା, ବାଉଡ୍ଡ)
[ସମ୍ପାଦନା]- ୧. ଫେରି ଆସିବା; ପ୍ରତ୍ୟାବୃତ୍ତ ହେବା —୧. To return; to come back.
ଦଣ୍ଡକୁ ଦ୍ୟୁମଣି ଅସ୍ତ ହେବା ଜାଣି ଜନୁ ବାହୁଡ଼ିବା ବେଳେ କବିସୂର୍ଯ୍ୟ, ସଙ୍ଗୀତ
- ୨. ନିଜର ଗତି ଫେରାଇବା —୨. To turn back.
- ୩. (ଲକ୍ଷଣାର୍ଥ) ଶିଶୁ ଅବସ୍ଥାରେ ମୃତ ହେବା — ୩. (figurative) To die in childhood.
(ଯଥା; ମୋର ୩ଟି ପିଲା ମଧ୍ୟରୁ ୨ଟି ବାହୁଡ଼ିଲେ; ସଭା ସାନ ପିଲାଟି ଅଛି)