ବାହୁଡ଼େଇବା
ଦେଖଣା
ବାହୁଡ଼େଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା](ବାହୁଡ଼ିବା କ୍ରିୟାର ଣିଜନ୍ତ ରୂପ) — The causative form of Bāhuṟḍ̠ibā)—
- ୧. ଫେରେଇବା; ଫେରାଇ ଆଣିବା —୧. To cause to come back; to bring back.
ମୁଁ ଯେବେ ନେବି ବାହୁ଼ଡ଼ାଇ ପୁଣି ମାରିବ କଂସ ଯାଇ ଜଗନ୍ନାଥ. ଭାଗବତ
- ୨. ଯାଇଥିବା ଲୋକଙ୍କୁ ବାଟରେ ଫେରାଇ ଆଣିବା — ୨. To bring back a person who has gone.