Jump to content

ବାହୁତ୍ରାଣ

ଉଇକିଅଭିଧାନ‌ରୁ

ବାହୁତ୍ରାଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବାହୁ+ତ୍ରୈ ଧାତୁ+କରଣ. ଅନ)

[ସମ୍ପାଦନା]
୧. ଅସ୍ତ୍ରା— ଘାତ ନିବାରଣାର୍ଥ ବାହୁର ଲୌହମୟ ବା ଚର୍ମମୟ ଆବରଣ —୧. An armour for the arm.
୨. କବଚ —୨. Armour.